Below header
Browsing Tag

price reduce

ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି, ଆଜିଠାରୁ ୩୯ ଟଙ୍କା ଶସ୍ତା ହେଲା କମର୍ସିଆଲ୍‌ LPG ସିଲିଣ୍ଡର

କ୍ରିସ୍‌ମାସ ଏବଂ ନୂଆବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଭେଟି। ୧୯ କିଲୋଗ୍ରାମ୍‌ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ଦାମ୍‌ ହ୍ରାସ କରି ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି ସରକାର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି।…

ରୋଗୀଙ୍କୁ ଆଶ୍ବସ୍ତି, ୩୯ ଅତ୍ଯାବଶ୍ଯକ ଔଷଧର ଦାମ୍ କମ୍ କରିବା ପାଇଁ ଯୋଜନା କରୁଛନ୍ତି ସରକାର

ଅତି ଆବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ, ସରକାର ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ସଂଶୋଧନ ହୋଇଛି । ଏହାର ପ୍ରସ୍ତାବିତ ମୂଲ୍ୟ ସୀମା ତାଲିକାରେ ୩୯ଟି ନୂଆ ନାମ ଯୋଡା ଯାଇଛି । ଯେଉଁ ଔଷଧଗୁଡିକର ନାମ ଏହି ତାଲିକାରେ ଯୋଡି ସେଗୁଡିକ ମଧ୍ୟରେ…