Browsing Tag

priest protest

ସନ୍ନି ଲିଓନଙ୍କ ଗୀତ ‘ମଧୁବନ’କୁ ନେଇ ବଢିଲା ବିବାଦ, ପଣ୍ଡିତ ଏବଂ ସନ୍ଥ ପକ୍ଷରୁ ବ୍ୟାନ୍‌ କରିବା ପାଇଁ ଦାବି

ସନ୍ନି ଲିଓନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର କିନ୍ତୁ ଗୀତ ‘ମଧୁବନରେ ରାଧିକା ନାଚେ’କୁ ନେଇ ବିବାଦ ସାମ୍ନାକୁ ଆସିଛି। ନିକଟରେ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ରିଲିଜ ହୋଇଥିଲା। ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ଗୀତକୁ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି।…