Browsing Tag

primary school reopens from january 3rd

ଜାନୁଆରୀ ୩ ରୁ ଖୋଲିବ ପ୍ରାଥମିକ ସ୍କୁଲ,୯ଟାରୁ ୧୨ ଟା ଯାଏ ଚାଲିବ ପାଠପଢ଼ା

ଭୁବନେଶ୍ୱର: ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ନିଷ୍ପତ୍ତି । ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଯାଏ ଚାଲିବ କ୍ଲାସ । ସକାଳ ୯ଟାରୁ ୧୨ ଟା ଯାଏ ଚାଲିବ ପାଠପଢ଼ା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର…