ପକ୍ଷୀ ପାଇଁ ନିଜ ମର୍ସିଡିଜ୍ ଦାନ କଲେ ଦୁବାଇର ରାଜକୁମାର, ଭାଇରାଲ ହେଉଛି ଭିଡିଓ
ବର୍ତ୍ତମାନ ସମୟରେ ଲୋକମାନେ ଲୋଭ ମୋହ ମାୟାରେ ଏତେ ବୁଡ଼ି ରହୁଛନ୍ତି ଯେ ମାନବିକତାକୁ ବି ପୋଡ଼ି ଖାଇସାରିଲେଣି। କିଛି ଲୋକ ତ ନିଜ ଫାଇଦାପାଇଁ ଅନ୍ୟର କ୍ଷତି କରିବାକୁ ବି ପଛାଉନାହାନ୍ତି। କିନ୍ତୁ ଏସବୁ ମଧ୍ୟରେ ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି ଯିଏ ଏକ ପକ୍ଷୀ ପାଇଁ ନିଜ ଦାମୀ କାରକୁ ବି…