Browsing Tag

principal suspended

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତ ନିଲମ୍ବିତ

କେନ୍ଦୁଝର(କେନ୍ଯୁଜ୍): ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତ ନିଲମ୍ବିତ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢ଼େଙ୍କିକୋଟ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ…

ମଧ୍ୟାନ୍ନ ଭୋଜନ ଦୁର୍ନୀତି ଅଭିଯୋଗରେ ବାଙ୍କୀ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ନିଲମ୍ବିତ

ବାଙ୍କୀ: କଟକ ଜିଲ୍ଲା ବୈଦେଶ୍ୱର ପଞ୍ଚାୟତର କୋଟ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି । କଟକ ଏମଡିଏମ ବା ଅତିରିକ୍ତ ଜିଲ୍ଲାପାଳ  ଚାଉଳ ଚୋରି ସହିତ ଅନିୟମିତତା ଅଭିଯୋଗର ତଦନ୍ତ କରିବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି  । ପରେ ଏ…