ସ୍ତ୍ରୀକୁ ମାଡ଼ ମାରି ଗତକାଲି ଗିରଫ ହୋଇ ଜେଲକୁ ଆସିଥିଲେ, ଆଜି ଜେଲରେ କରିଛନ୍ତି ଆତ୍ମହତ୍ୟା
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ମୃତକ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସେ ଗିରଫ ହୋଇ ଜେଲକୁ ଆସିଥିଲେ । ଆଜି ଭୋର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ବେକରେ ଗାମୁଛା…