Browsing Tag

prison death

ସ୍ତ୍ରୀକୁ ମାଡ଼ ମାରି ଗତକାଲି ଗିରଫ ହୋଇ ଜେଲକୁ ଆସିଥିଲେ, ଆଜି ଜେଲରେ କରିଛନ୍ତି ଆତ୍ମହତ୍ୟା

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ମୃତକ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସେ ଗିରଫ ହୋଇ ଜେଲକୁ ଆସିଥିଲେ । ଆଜି ଭୋର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ବେକରେ ଗାମୁଛା…

ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗଞ୍ଜାମ: ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଡାକ୍ତର ସାହୁ। ଧାରୋକଟ ଥାନା ବାଦଗଡ଼ ଗାଁରେ ଏକ ହତ୍ୟା ଘଟଣାରେ ସେ ଗିରଫ ହୋଇଥିଲେ। ଜେଲ୍‌ରେ ଥିବା ସମୟରେ ତାଙ୍କ ଦେହ ଖରାପ ହେବାରୁ ମେଡିକାଲରେ…

ରାଉରକେଲା ଜେଲ୍‌ରେ ଭୁଲ ଇଞ୍ଜେକ୍ସନ ଯୋଗୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା: ରାଉରକେଲା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଭୁଲ ଇଞ୍ଜେକ୍ସନ ଯୋଗୁ କଏଦୀ ଜୋସେଫ ତିର୍କୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ମୃତ କଏଦୀ ଜୋସେଫ ତିର୍କୀଙ୍କ ପରିବାର ଲୋକେ। ଗତ ରବିବାର ଜୋସେଫ୍‌ ଜେଲ୍‌ରେ ହତାଠ୍‌ ଅସୁସ୍ଥ…