Browsing Tag

professor ganeshi lal

କଣ୍ଠଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଉତ୍କଳ ଦିବସରେ ଉନ୍ମୋଚନ ହେବ ଭିଡିଓ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗାଇଲେ ଗୀତ। ସେ ପୁଣି ଅନ୍ୟ କୌଣସି ଭାଷା ନୁହେଁ ଖାଣ୍ଟି ଓଡ଼ିଆ ଗୀତ। ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ପରି ଷ୍ଟୁଡିଓରେ କଣ୍ଠଦାନ କରି ଗୀତ ରେକର୍ଡିଂ କରିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ…