୧ କୋଟି ୭ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁ ମାରିଲେ ନିଶା ମାଫିଆ
ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ହେଲେ ଯେଉଁ ନିଶା ମାଫିଆ ଗଞ୍ଜେଇକୁ ଚୋରା ଚାଲାଣ କରୁଥିଲେ ସେମାନଙ୍କର ନାହିଁ ଦେଖା ଦର୍ଶନ । କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଛୁ ମାରିଲେ ମାଫିଆ । ପୋଲିସକୁ ଦେଖି ନିଜ ଜୀବନ ବଞ୍ଚାଇ ଦୌଡ଼ିଲେ । ଯେଉଁଥିପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିଲେ ସୁଦ୍ଧା ମାଫିଆକୁ ଧରିବାରେ ଅସଫଳ ହୋଇଗଲେ ପୋଲିସ ।
ବର୍ତ୍ତମାନ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ରାସ୍ତାଘାଟରେ…
Read More...