Browsing Tag

provident fund account

ପ୍ରୋଭିଡେଣ୍ଟ ଖାତାରୁ ଭରିପାରିବେ ଇନସ୍ୟୁରାନ୍ସ ପଲିସିର ପ୍ରିମିୟମ, ଜାଣନ୍ତୁ ଇପିଏଫଓର ଏହି ନୂଆ ସୁବିଧା ବିଷୟରେ

ନୂଆଦିଲ୍ଲୀ : ଯଦି ଆପଣ ଚାକିରିଆ ଓ ପ୍ରତି ମାସ ଆପଣଙ୍କ ପ୍ରୋଭିଡେଣ୍ଟ ପଣ୍ଡ କଟୁଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ(EPFO) ତା’ର ସଦସ୍ୟକୁ ଏହି ସୁବିଧା ଦେଉଛି ଯେ ଅସୁବିଧା ସମୟରେ ଆପଣ ନିଜର ପିଏଫ ଖାତାରୁ ବୀମା ପ୍ରିମିୟମ…