Below header
Browsing Tag

punjab election

କମେଡି ଶୋ’ରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ…ଏମିତି ରହିଛି ଭଗବନ୍ତ ମାନଙ୍କ ଯାତ୍ରା

ପଞ୍ଜାବରେ ଏଥର ଭଗବନ୍ତ ମାନଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି। ସେ ମୁଖ୍ୟମନ୍ତ୍ରୀ ପଦର ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ରାଜ୍ୟରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଭଗବନ୍ତ ମାନ ନିଜ ଧୁରି ବିଧାନସଭା ଆସନରୁ ବିଜୟ ହାସଲ କରିଛନ୍ତି ଏବଂ ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ପଞ୍ଜାବରେ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି ଆପ୍, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସଜ ହେଲେଣି ଚନ୍ନି

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଖୁବଶୀଘ୍ର ଦେଇପାରନ୍ତି ଇସ୍ତଫା । ଏପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ…

ପଞ୍ଜାବ ବିଧାନସଭା ପାଇଁ ଚାଲିଛି ଭୋଟିଂ: ମତଦାନ ସାବ୍ୟସ୍ତ କରୁଛନ୍ତି ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର

କେନ୍ୟୁଜ୍ (ବ୍ୟୁରୋ): ପଞ୍ଜାବ ବିଧାନସଭା ପାଇଁ ଚାଲିଛି ମତଦାନ । ଗୋଟିଏ ପର୍ଯ୍ୟାୟରେ ସମସ୍ତ ୧୧୭ ସିଟ୍‌ ପାଇଁ ହେଉଛି ଭୋଟିଂ । ମତଦାନ ସାବ୍ୟସ୍ତ କରୁଛନ୍ତି ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର । ପ୍ରତିଦ୍ୱନ୍ଦିତା କରୁଛନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ମହିଳା ପ୍ରାର୍ଥୀ…