Browsing Tag

punjab liquor case

ପଞ୍ଜାବ: ବିଷାକ୍ତ ମଦ ମାମଲା, ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି

ପଞ୍ଜାବ: ପଞ୍ଜାବ ବିଷାକ୍ତ ମଦ ମାମଲାରେ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଯାବତ ମୃତ୍ୟୁ ସଂଖ୍ୟା ୮୬ ଛୁଇଁଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ତରନ ତାରତ ଜିଲ୍ଲାରେ ହିଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ଅମୃତସରର ୧୨ ଜଣ ଓ ଗୁରୁଦାଶପୁର ଜିଲ୍ଲାର ୯…