Below header
Browsing Tag

puri sea beach

ପୁରୀ ବେଳାଭୂମି ପାଇବ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା, କେନ୍ଦ୍ର ପରିବେଶ ବିଭାଗ କଲା ମନୋନୀତ

ପୁରୀ ବେଳାଭୂମି ପାଇବ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା। ଦେଶର ୧୧ଟି ପ୍ରମୁଖ ବେଳାଭୂମିକୁ ଏହି ମାନ୍ୟତା ଦେବା ପାଇଁ କେନ୍ଦ୍ର ପରିବେଶ ବିଭାଗ ମନୋନୀତ କରିଛି। ଏହାକୁ ତ୍ୱରାନ୍ଵିତ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ତରରେ ଆରମ୍ଭ କରିଛି ପ୍ରୟାସ। ଏନେଇ ପୁରୀ…

ପୁରୀ ସମୁଦ୍ରର ଭୟଙ୍କର ରୂପ, ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କ୍ଷତିଗ୍ରସ୍ତ ହୋଇଛି ବିଭିନ୍ନ ଦୋକାନ

ପୁରୀ(କେନ୍ୟୁଜ୍): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର ସଂପୁର୍ଣ୍ଣ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ବଡ଼ ବଡ଼ ଢ଼େଉ ମାଡ଼ି ଆସୁଛି। ଗତ ଦୁଇଦିନ ହେବ ସମୁଦ୍ରର…

ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନୀ

ପୁରୀ(କେନ୍ୟୁଜ୍) : ସାଧାରଣ ନିର୍ବାଚନରେ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନୀ ଆୟୋଜିତ। ରାଜ୍ୟପାଳ ଗଣେଶୀଲାଲ ଏହାକୁ ଉଦଘାଟନ କରି ବୁଲି ଦେଖିଛନ୍ତି। ଏକ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସମସ୍ତ ନାଗରିକ ଭୋଟ ଦେବା ଆବଶ୍ୟକ ବୋଲି ବାଲୁକା କଳା…

ପୁରୀ ବେଳାଭୂମିରେ ପ୍ରବଳ ଜୁଆର ମାଡ଼ : ଅବକ୍ଷୟ ହେବାରେ ଲାଗିଛି ବେଳାଭୂମି

ପୁରୀ (କେନ୍ୟୁଜ୍) : ବେଳାଭୂମିରେ ପ୍ରବଳ ଜୁଆର ମାଡ଼ । ଅବକ୍ଷୟ ହେବାରେ ଲାଗିଛି ବେଳାଭୂମି । ବିଶେଷ କରି ସ୍ୱର୍ଗଦ୍ୱାର ଅଞ୍ଚଳରେ ୨ଶହ ମିଟର ବେଳାଭୂମି ସମୁଦ୍ରରେ ଲୀନ ହୋଇଛି । ଫଳରେ ସ୍ୱର୍ଗଦ୍ୱାର ରାସ୍ତାପ୍ରତି ବିପଦ ସୃଷ୍ଟି ହୋଇଛି । ପ୍ରାୟ ପ୍ରତିବର୍ଷ ଏହି ସମୟରେ ସମୁଦ୍ରରେ ପ୍ରବଳ…