Browsing Tag

puri sevayata covid test

କରୋନା ମୁକାବିଲା ପାଇଁ ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ପାଇଁ ହୋମିଓପାଥି ଔଷଧ । ଆଜି ଓ ଆସନ୍ତାକାଲି ଏହି ଔଷଧ ପୁରୀର ସମସ୍ତ ସେବାୟତଙ୍କ ପରିବାରକୁ ମାଗଣାରେ ଦିଆଯିବ । ଆଜି ପ୍ରଥମ ଦିନରେ ସୁଆର, ପୁଷ୍ପାଳକ, ଦଇତାପତି, ଖଣ୍ଟିଆ ପ୍ରଭୃତି ସେବାୟତଙ୍କୁ ଏହି ଔଷଧ ଦିଆଯିବ । ଏହା ଛଡ଼ା…

ସ୍ନାନଯାତ୍ରା ପାଇଁ ନିୟୋଜିତ ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କର ଆଜି ହେବ କୋଭିଡ ଟେଷ୍ଟ

ପୁରୀ: ସ୍ନାନଯାତ୍ରା ପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି କରିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ଏହି ନିଷ୍ପତ୍ତି  ନିଆଯାଇଥିବାବେଳେ, ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଦଇତାପତି ସେବାୟତଙ୍କର ଏହି ଟେଷ୍ଟ ଆଜି ଓ ଆସନ୍ତାକାଲି ହେବ। ଏହା…