Browsing Tag

puri silver work

ପୁରୀ ଶ୍ରୀମନ୍ଦିର ୮ଟି ଦ୍ୱାର ରୁପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ହୋଇପାରିଲାନି ଡିଜାଇନ ଚୂଡ଼ାନ୍ତ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ୮ଟି ଦ୍ୱାର ରୁପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ହୋଇପାରିଲାନି ଡିଜାଇନ ଚୂଡ଼ାନ୍ତ । ଆସନ୍ତାକାଲି ଶିଳ୍ପୀଗ୍ରାମ ରଘୁରାଜପୁରକୁ ଯିବ ଟିମ୍‌ । ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ । ସେହି ବୈଠକରେ ରୁପା ଛାଉଣୀ ଡିଜାଇନ ଚୂଡ଼ାନ୍ତ…