Browsing Tag

PV sindhu wins

କମନୱେଲଥ ଗେମ୍ସ ୨୦୨୨ : ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଫାଇନାଲରେ କାନାଡା…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ। ଭାରତର ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି।ଏହି ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମ ଗୋଡରେ ଆଘାତ ଲାଗିଥିଲା, ଏପରିକି ମ୍ୟାଚ୍ ମଝିରେ ସେ ଆହତ ହୋଇଥିଲେ।…

ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଲେ ପିଭି ସିନ୍ଧୁ, ଫାଇନାଲରେ ଚୀନ ଖେଳାଳିଙ୍କୁ ଦେଲେ ମାତ୍‌

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଜିତିଛନ୍ତି ସିଙ୍ଗାପୁର ଓପନ ଟାଇଟଲ୍। ସିନ୍ଧୁ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସିନ୍ଧୁ ଚାଇନାର ୱାଙ୍ଗ ଜୀ ୟୀଙ୍କୁ ହରାଇ ଇତିହାସ ରଚିଛନ୍ତି। ଏହା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ…

ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ୍, କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ । କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ପି. ଭି ସିନ୍ଧୁ। ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟ୍‌ରେ ଜିତିଲେ ସିନ୍ଧୁ। ପ୍ରି-କ୍ୱାର୍ଟରରୁ ୨୧-୧୫, ୨୧-୧୩ ସେଟ୍‌ରେ ଜିତିଲେ ସିନ୍ଧୁ। ଡେନମାର୍କର ମିଆ ବ୍ଲିଚଫେଲ୍‌ଡଙ୍କୁ ହରାଇଲେ ସିନ୍ଧୁ।…