ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ୍, କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ । କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ପି. ଭି ସିନ୍ଧୁ। ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟ୍‌ରେ ଜିତିଲେ ସିନ୍ଧୁ।

ପ୍ରି-କ୍ୱାର୍ଟରରୁ ୨୧-୧୫, ୨୧-୧୩ ସେଟ୍‌ରେ ଜିତିଲେ ସିନ୍ଧୁ। ଡେନମାର୍କର ମିଆ ବ୍ଲିଚଫେଲ୍‌ଡଙ୍କୁ ହରାଇଲେ ସିନ୍ଧୁ। ୪୧ ମିନିଟ୍‌ରେ ସିନ୍ଧୁ ଏହି ମୁକାବିଲା ନିଜ ନାଁରେ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.