କ୍ୱାଡ୍ ସମ୍ମିଳନୀ: ରାତି ୧୧ଟା ୩୦ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ଆଜି ରହିଛି କ୍ୱାଡ୍ ସମ୍ମିଳନୀ । ରାତି ୧୧ଟା ୩୦ରେ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୋଗା ଉପସ୍ଥିତ ରହିବେ। ଆମେରିକା,…