Browsing Tag

ragging case

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ! ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ର ମାଡ଼ ମାରିଥିବା ଅଭିଯୋଗ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର MKCG ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । MBBSର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମୁହଁ ସହ ବେକରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି…

ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବର୍ଷେ ପାଇଁ କଲେଜରୁ ବହିଷ୍କାର ହେଲେ ୩ ଛାତ୍ର

ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । କଲେଜରୁ ବହିଷ୍କାର ହେଲେ ୩ ଛାତ୍ର । ବର୍ଷେ ପାଇଁ ୩ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରାଯାଇଛି । କଲେଜରେ ଶୃଙ୍ଖଳା ଭଙ୍ଗ ପାଇଁ ୪ଜଣ ଛାତ୍ରଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ତଦନ୍ତ ପରେ ଛାତ୍ରଙ୍କ…

ରାଗିଂ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କ କଠୋର କାର୍ଯ୍ୟାନୁଷ୍ଠାନ: ୮୨ ଛାତ୍ରଙ୍କୁ ପଡିଲା ହଜାରେ ଟଙ୍କା ଜରିମାନା

କେନ୍ଦୁଝର(କେନ୍ୟୁଜ୍): ରାଗିଂ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ୮୨ ଜଣ ଛାତ୍ରଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜରିମନା ଓ ଲାଇବ୍ରେରୀରୁ ବହି ଇସ୍ୟୁ ନକରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ। କେନ୍ଦୁଝର ଓଡ଼ିଶା ଖଣି ଓ ଯାନ୍ତ୍ରିକ ଡିପ୍ଲୋମା ସ୍କୁଲର ଖଣ୍ଡାଧାର…