Below header
Browsing Tag

raikia

ଦୁଷ୍କର୍ମକାରୀକୁ ପିଟି ପିଟି ମାରି ଦେଲେ ଝିଅର ବାପା ଓ ଦାଦା

ରାଇକିଆ(କେନ୍ୟୁଜ୍): ଦୁଷ୍କର୍ମକାରୀକୁ ପିଟି ପିଟି ମାରି ଦେଲେ । ଗତ ରାତିରେ ୮ ବର୍ଷର ଝିଅକୁ ଏକୁଟିଆ ଘରେ ଥିବା ଦେଖି ଦୁଷ୍କର୍ମ କରିଥିବା ନେଇ ଝିଅ ବାପାଙ୍କୁ କହିଥିଲା । ଝିଅର ବାପା ଏବଂ ଦାଦା ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଘଟଣା ଘଟିଛି…

ରାଇକିଆ : ଶୁଣିଲେ ଛାତି ଥରି ଉଠୁଛି, ଅଢ଼େଇଶହ ଟଙ୍କା ପାଇଁ ୮ ବର୍ଷର ପୁଅକୁ ବାପା ମା’ ଦେଲେ ଭୟଙ୍କର ଶାସ୍ତି

ରାଇକିଆ (କେ ନ୍ୟୁଜ୍‌) : ୨୫୦ଟଙ୍କା ଘରୁ ଚୋରି କରିଥିଲା ୮ ବର୍ଷର ପୁଅ । ଆଉ ତାକୁ ଏଥିପାଇଁ ଯେଉଁ ଶାସ୍ତି ମିଳିଲା ଆପଣ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜନ୍ମ କଲା ବାପା ମା’ ଏପରି ର୍ନିଦ୍ଦୟ ନିଷ୍ଠୁର ଓ ନିର୍ମମ ହୋଇପାରନ୍ତି କେହି ବିଶ୍ଵାସ କରିପାରିବେ ନାହିଁ । ଏପରି ଲୋମ ଟାଙ୍କୁରା…