Browsing Tag

rail rok protest

ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ବିଭିନ୍ନ ଦାବି ନେଇ ରେଳ ରୋକ୍

ଗଜପତି(କେନ୍ୟୁଜ) : ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ରେଳ ରୋକ୍। ପୁରୀ-ଗୁଣୁପୁର ପ୍ଯାସେଞ୍ଜର ଟ୍ରେନ୍ କୁ ରୋକିଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ଦାବି ନେଇ ସକାଳ ୬ଟାରୁ ସ୍ଥାନୀୟ ବାସିନ୍ଦା ରେଳ ରୋକ୍ ଆରମ୍ଭ କରିଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ପ୍ଲାଟଫର୍ମ ଉଚ୍ଚତା ବଢାଇବା, ସ୍ବଚ୍ଛ…

ଟ୍ରେନ୍‌ ରହଣି ଦାବିରେ ରେଳରୋକ, ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

କୁଚିଣ୍ଡା(କେନ୍ଯୁଜ୍): ଟ୍ରେନ୍‌ ରହଣି ଦାବିରେ ରେଳରୋକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରାରେ ୫ଟି ଟ୍ରେନର ପୁନଃ ରହଣୀ ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ ଆନ୍ଦୋଳନ ସହ ବାମରା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ବାମରା ଅଞ୍ଚଳର ଶତାଧିକ ଜନସାଧାରଣ…

ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ରେଳରୋକ, ସ୍ଥାୟୀ ନିଯୁକ୍ତି ଦାବି

ଅନୁଗୁଳ(କେନ୍ୟୁଜ): ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…

୪ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

ଚାନ୍ଦବାଲି: ୪ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ । ନୂଆଗାଁ,ଯଶୀପୁର,ଜଳେଶ୍ବରପୁର ପଞ୍ଚାୟତର ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଟ୍ରେନକୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ସ୍ଥାନୀୟ ବେକାରୀ ଯୁବକଙ୍କୁ…