Below header
Browsing Tag

rail service to kashmir by 2022 december

ଚେନାବ ଉପରେ ନିର୍ମିତ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ପୋଲ, ୨୦୨୨ ସୁଦ୍ଧା କଶ୍ମୀରକୁ ଚାଲିବ ଟ୍ରେନ

ଜମ୍ମୁ :  ୨୦୨୨ ଶେଷ ସୁଦ୍ଧା କଶ୍ମୀରକୁ ରେଳ ସଂଯୋଗ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । କଶ୍ମୀର ସହ ରେଳ ସଂଯୋଗ କରିବାକୁ ହେଲେ ଚେନାବ ନଦୀ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ଏବେ ଏହା ଉପରେ ନିର୍ମାଣ କରାଯାଉଛି ପୋଲ । ଏହି ପୋଲ ବିଶ୍ୱର ସବୁଠୁ ଉଚ୍ଚ ରେଳ ପୋଲ ଭାବେ ମାନ୍ୟତା ପାଇବ ।…