Below header
Browsing Tag

raisin water benefits

କଳା କିସ୍‌ମିସ୍‌ ପାଣି ମହିଳାଙ୍କ ପାଇଁ ଉପଯୋଗୀ, ଜାଣନ୍ତୁ କଣ ରହିଛି ଫାଇଦା

କଳା କିସ୍‌ମିସ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କଳା କିସ୍‌ମିସ୍‌ ର ପାଣି ଅମୃତ ଠାରୁ କମ ନୁହେଁ ଏବଂ ମହିଳାଙ୍କ ପାଇଁ କଳା କିସ୍‌ମିସ୍‌ ପାଣି ରୁ ଅନେକ ମାତ୍ରାରେ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି କଳା କିସ୍‌ମିସ୍‌ ପାଣି ମହିଳାଙ୍କ…

କୌଣସି ବରଦାନଠୁ କମ୍‌ ନୁହେଁ ୧ ଗ୍ଲାସ୍‌ କିସ୍‌ମିସ ପାଣି, ଏହି ସବୁ ରୋଗଠୁ ରଖିଥାଏ ଦୂରେଇ

ଆପଣ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟସ୍‌ ସେବନ କରିଥିବେ। ଅଙ୍ଗୁରକୁ ଶୁଖାଇ କିସ୍‌ମିସ ପ୍ରସ୍ତୁତ କରାଯାଇଥାଏ। କିସ୍‌ମିସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ-ସି, କ୍ୟାଲସିୟମ, ଆୟରନ, ମ୍ୟାଗ୍ନେସିୟମ, ପୋଟାସିୟମ୍‌, ଫସ୍‌ଫରସ, ସୋଡିୟମ୍‌ ଆଦି ତତ୍ତ୍ୱ ଭରପୂର ମାତ୍ରାରେ…