ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଉଛି ପହିଲି ରଜ, ଦୋଳି ଖେଳ ସହ ପୋଡ଼ ପିଠା ଓ ପାନ ଖାଇ ଉତ୍ସବ ମନାଉଛନ୍ତି ଝିଅ…
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଜମୁଛି ପହିଲି ରଜ। ଦୋଳି ଖେଳ ସହ ପୋଡ଼ ପିଠା ଓ ପାନ ଖାଇ ଉତ୍ସବ ମନାଉଛନ୍ତି ଝିଅ ବୋହୂ। ରାଜଧାନୀର ପାନ୍ଥ ନିବାସରେ ମଧ୍ୟ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରାଯାଉଛି।
ସାଙ୍ଗସାଥୀଙ୍କ ସହ ମିଶି ବିଭିନ୍ନ ପ୍ରକାର ପିଠା ସହ ପାନ ଖାଇ ରଜ ପାଳନ…