ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା
ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ରୁ ସହର । ନୂଆ ଡ୍ରେସ୍ ସାଙ୍ଗକୁ ପାଦରେ ଅଳତା ଲଗାଇ ପାନ ଖାଇ ଝିଅ ବୋହୁମାନେ ଏକାଠି ହୋଇଛନ୍ତି । ରଜ ଖଳାରେ ରଜ ଦୋଳିର ମଜା ଉଠାଉଛନ୍ତି ସମସ୍ତେ । ଆଜି ପହିଲି ରଜରେ…