Below header
Browsing Tag

rajat bedi

ପଥଚାରୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଅଭିନେତା ରଜତ ବେଦୀ, ଦୁର୍ଘଟଣାଗ୍ରସ୍ତଙ୍କ ଅବସ୍ଥା ଗୁରୁତର

ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଅଭିନେତା ରଜତ ବେଦୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ମୁମ୍ବାଇର ଅନ୍ଧେରୀ ସ୍ଥିତ ଡିଏନ୍‌ ନଗର ପୋଲିସ ରଜତଙ୍କ ବିରୋଧରେ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଧକ୍କା କରିଥିବା ନେଇ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସଠାରୁ ମିଳିଥିବା ପ୍ରାଥମିକ ସୂଚନା…