Browsing Tag

rajbhawan

ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…