Browsing Tag

Rajeev Masand

ବିଶିଷ୍ଟ ସିନେ ସମୀକ୍ଷକ ରାଜୀବ ମସନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, କୋଭିଡ ସଂକ୍ରମିତ ପରେ ଚାଲିଛି ଚିକିତ୍ସା

ମୁମ୍ବାଇ: ବିଶିଷ୍ଟ ସିନେ ସମୀକ୍ଷକ ରାଜୀବ ମସନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାଜୀବଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅକ୍ସିଜେନ ସ୍ତର ଦ୍ରୁତ…