ଫିଲ୍ମ ହିଟ୍ ହେଲେ ଲଣ୍ଡା ହେବାକୁ ମାନସିକ କରିଥିଲେ ରାକେଶ ରୋଶନ, ୩୮ ବର୍ଷ ହେଲାଣି ମାନୁଛନ୍ତି
ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ବାପା ତଥା ରାକେଶ ରୋଶନ ‘ କ୍ରିସ୍ ୪‘ ଫିଲ୍ମର ନିର୍ଦ୍ଦେଶନା ପାଇଁ ମନା କରିଦେଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କୋଇ ମିଲ ଗୟା , କ୍ରିସ୍, କହୋନା ପ୍ୟାର ହୈ ଭଳି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ରାକେଶ ରୋଶନ ଦୀର୍ଘଦିନ ଧରି ଲଣ୍ଡା…