ମହମ୍ମଦ ଶାମିଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ, ଶାମାଙ୍କ କଥା ଶୁଣି ମୌଲାନା ଚୁପ୍
କଂଗ୍ରେସ ପ୍ରବକ୍ତା ଗତ କିଛିଦିନ ହେଲାଣି ବେଶ୍ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ରୋହିତ ଶର୍ମାଙ୍କୁ କଟାକ୍ଷ କରି ତ ଆଉ କେତେ ବେଳେ ପ୍ରଶଂସା କରି । ଏବେ ପୁଣି ଶାମିଙ୍କ ସପକ୍ଷରେ ବାହାରିଛନ୍ତି ଶାମା ମହମ୍ମଦ । ରମଜାନ ମାସ ଚାଲିଥିବା ବେଳେ ଶାମି ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ…