Browsing Tag

ramnath kovind addresses

ବର୍ତ୍ତମାନ ସମୟର ଆବଶ୍ୟକତା ଏକକ ନିର୍ବାଚନ, ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେଇ ମତ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(କେନ୍ୟୁଜ୍) : ବର୍ତ୍ତମାନ ସମୟର ଆବଶ୍ୟକତା ଏକକ ନିର୍ବାଚନ। ଯାହା ବିକାଶକୁ ତ୍ୱରାନ୍ଵିତ କରିବ। ଦେଶବାସୀଙ୍କୁ ଫାଇଦା ଦେବ। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି, ଗତ…