Browsing Tag

rampur district hospital

ଦିନରାତି ରୋଗୀଙ୍କ ସେବା କରି କରି ଚିଡିଗଲେଣି ଡାକ୍ତର ଏବଂ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନାର ଦ୍ରୁତ ସଂକ୍ରମଣ। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମେଡିକାଲରେ କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁନି। ଏଭଳି ପରିସ୍ଥିତିରେ ରାତି ଦିନ ରୋଗୀ ସେବାରେ ଲାଗିଛନ୍ତି ଡାକ୍ତର ଓ ନର୍ସ। ଏହାର ପ୍ରଭାବ ସେମାନଙ୍କ ମନ ଓ ମସ୍ତିଷ୍କରେ ପଡୁଥିବା ଦେଖିବାକୁ…