Below header
Browsing Tag

ranji match

ଅର୍ଜୁନ ତେନ୍ଦୁଲକରଙ୍କ ବଡ଼ ଧମାକା! ରଣଜୀ ଡେବ୍ୟୁରେ କଲେ ଶତକ; ଦୋହରାଇଲେ ସଚିନଙ୍କ ଭଳି କାରନାମା

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫିରେ କମାଲ କରିଛନ୍ତି। ଗୋଆ ପାଇଁ ନିଜର ଡେବ୍ୟୁ ମ୍ୟାଚ୍‌ରେ ଅର୍ଜୁନ ଜବରଦସ୍ତ ଶତକ ଯୋଡ଼ିଛନ୍ତି। ସେ ୧୭୯ ବଲ୍‌ରେ ଏହି ଶତକ ପୂରଣ କରିଛନ୍ତି। ରଣଜୀ ଟ୍ରଫିରେ ଗୋଆ ସହ ରାଜସ୍ଥାନର ମ୍ୟାଚ୍‌ ଖେଳାଯାଉଛି ଏବଂ…

ରଣଜୀ ଟ୍ରଫି : ବ୍ୟାଟିଂ ଫେଲ୍‌ ପରେ ଓଡ଼ିଶା ବୋଲର୍‌ଙ୍କ କମାଲ, ଜମ୍ମୁ କଶ୍ମୀର ୩୮/୩

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ଡ୍ରିମ୍‌ସ ପଡ଼ିଆରେ ଆଜି ଆରମ୍ଭ ହୋଇଛି ଚଳିତ ରଣଜୀ ଟ୍ରଫି ସିଜିନ୍‌ର ଷଷ୍ଠ ରାଉଣ୍ଡ ମ୍ୟାଚ୍‌ । ଏଠାରେ ଓଡ଼ିଶା ସହ ମୁକାବିଲା କରୁଛି ଜମ୍ମୁ କଶ୍ମୀର । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ଦଳ ମାତ୍ର ୧୬୧ ରନ୍‌ କରି ପାରିଛି । ପ୍ରଥମ ପାଳିରେ ଦଳ ପକ୍ଷରୁ ଅଧିନାୟକ…

କାଲିଠୁ କିଟ୍ ଷ୍ଟାଡିୟମରେ ଟକ୍କର, ମୁହାଁମୁହିଁ ହେବେ ଓଡ଼ିଶା ଓ ହରିୟାଣା

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ରଣଜୀ କ୍ରିକେଟ ସିଜିନ୍‌ । ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଓ ହରିୟାଣା । ଉଭୟ ଟିମ୍‌ରେ ଅଛନ୍ତି ବହୁ ନୂଆ ପୁରୁଣା ଖେଳାଳି । ଦୁଇଦିନ ଧରି ଅଭ୍ୟାସ ବି ଜୋରଦାର୍‌ କରିଛନ୍ତି ଦୁଇ ଦଳ । ଓଡ଼ିଶା…