Below header
Browsing Tag

ranpur

ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା, ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ

ରଣପୁର (କେନ୍ୟୁଜ): ଯୌତୁକ ଜୁଇରେ ନବବଧୂ। ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା କଲେ ଶ୍ଵଶୁର ଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଲା ଗ୍ରାମରେ। ସୂଚନାନୁଯାୟୀ,ଚାନ୍ଦପୁର ଥାନା ଚାମ୍ପିଗଡ ଗ୍ରାମପଞ୍ଚାୟତ ଗ୍ରାମର…

ନୟାଗଡ଼: ଯନ୍ତ୍ରଣାରେ ଜର୍ଜରିତ ସୁମିତ୍ରା, ବ୍ଲଡ଼କ୍ୟାନସରରେ ପୀଡିତ ହୋଇ ଖୋଜୁଛି ବଞ୍ଚିବାର ରାହା. . .

ରଣପୁର(କେନ୍ୟୁଜ୍):  ଜୀବନ କଣ ବୁଝିବା ଆଗରୁ ଦୂରାରୋଗ୍ୟ ବ୍ୟାଧିର ଯନ୍ତ୍ରଣାରେ ଜର୍ଜରିତ ସୁମିତ୍ରା।  ଯନ୍ତ୍ରଣାରୁ ଟିକିଏ  ମୁକ୍ତି ପାଇଁ ମେଡିସିନିକୁ ଅପେକ୍ଷା କରି ବସିଛି। ହେଲେ ଯେଉଁ ମେଡ଼ିସିନ ଦରକାର ତାହାକୁ କିଣି ଦେବାକୁ ତାଙ୍କ ପରିବାର ନିକଟରେ ସମ୍ବଳ ନାହିଁ । କାରଣ ଯେଉଁ…