ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋଡିଜ୍ ଫେମ୍ ରଣବିଜୟ ସିଂ, ଗର୍ଭବତୀ ସ୍ତ୍ରୀଙ୍କ ସହିତ ଶେୟାର କଲେ ଏହି…
ରୋଡିଜ୍ ଫେମ୍ ରଣବିଜୟ ସିଂ ପୁଣିଥରେ ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସିଂ ଦ୍ୱିତୀୟ ଥର ପ୍ରେଗନାଣ୍ଟ ଅଛନ୍ତି। ପୂର୍ବରୁ ସେମାନଙ୍କର ଏକ ଝିଅ ଅଛି। ଝିଅର ନାଁ କାୟନାତ। ରଣବିଜୟ ସ୍ତ୍ରୀ ପ୍ରେଗ୍ନାଣ୍ଟ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ସ୍ତ୍ରୀଙ୍କ…