Browsing Tag

rapid response team

ବାଲେଶ୍ୱର ନେଳିଆବାଗ ସ୍ଥିତ କଣ୍ଟେଣ୍ଟମେଣ୍ଟ ଜୋନରେ ଭୁବନେଶ୍ୱର ଏମ୍ସର ୪ ଜଣିଆ ରାପିଡି ରେସପନ୍ସ ଟିମ୍, ବିଭିନ୍ନ…

ବାଲେଶ୍ୱର: ବାଲେଶ୍ୱର ସହର ନେଳିଆବାଗ ସ୍ଥିତ କଣ୍ଟେଣ୍ଟମେଣ୍ଟ ଜୋନରେ ପହଁଚିଲେ ଭୁବନେଶ୍ୱର ଏମ୍ସର ୪ ଜଣିଆ ରାପିଡି ରେସପନ୍ସ ଟିମ୍ । ଗତକାଲି ଠାରୁ ଏହି ଟିମ୍ ବାଲେଶ୍ୱରରେ ପହଁଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମାବଳୀ…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍, ବାହାରୁ ଫରିଥିବା ଲୋକଙ୍କ ସମ୍ପର୍କରେ ଜିଲ୍ଲା…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ । ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରେ କରୋନା ଭୟରେ ହଜାର ହଜାର ଲୋକ ଫରିଥିବା ସୂଚନା ରହିଛି । ସେମାନଙ୍କ ଭିତରୁ ପ୍ରାୟତଃ ଲୋକେ ଫେରିଛନ୍ତି । ତେବେ ସେଥିରୁ ବହୁ ଲୋକ ସରକାରଙ୍କୁ ନିଜର ଗସ୍ତ ତଥ୍ୟ ପ୍ରଦାନ…