Browsing Tag

rare bird rescue

ପେଚା ପ୍ରଜାତିର ୩ଟି ବିରଳ ପକ୍ଷୀ ଉଦ୍ଧାର, ଆଜି ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର(କେନ୍ଯୁଜ୍): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ଗତକାଲି ସନ୍ଧ୍ୟାରେ ପେଚା ପ୍ରଜାତିର ବିରଳ ତିନି ଗୋଟି ପକ୍ଷୀ ଉଦ୍ଧାର କରାଯାଇଛି । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ ଗଛ କୋରଡରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ କିଏ ଉଦ୍ଧାର…

ଯାଜପୁର: ଚଣ୍ଡିଖୋଲ ଭୂଷଣ୍ଡପୁର ଗ୍ରାମରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ

ଯାଜପୁର(କେନ୍ୟୁଜ): ଚଣ୍ଡିଖୋଲ ବନ ବିଭାଗ ଅଧିନସ୍ଥ ଭୂଷଣ୍ଡପୁର ଗ୍ରାମରୁ ଆଜି ଏକ ବିରଳ ପ୍ରଜାତିର ପାଣି କୂଆ ଉଦ୍ଧାର କରାଯାଇଛି। ପକ୍ଷୀଟି ଆହତ ଅବସ୍ଥାରେ ପଡିଥିବା ଦେଖି ସେହି ଗ୍ରାମର  ବନ୍ୟପ୍ରେମୀ ଅବିନାଶ ସ୍ବେଚ୍ଛାସେବୀ ଅନିଲ ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚଣ୍ଡିଖୋଲ ବନ…