Below header
Browsing Tag

rare case

ମୃତ୍ୟୁର ୬ ଘଣ୍ଟା ପରେ ହଠାତ୍‌ ପୁଣି ଜିଇଁଉଠିଲେ ମହିଳା!

ବ୍ରିଟେନ୍‌ର ଜଣେ ମହିଳା ମୃତ୍ୟୁର ୬ ଘଣ୍ଟା ପରେ ହଠାତ୍‌ ପୁଣିଥରେ ଜିଇଁଉଠିବା ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଛି। ଏହାକୁ ଡାକ୍ତରମାନେ ଏକ ବିରଳ ଘଟଣା ବୋଲି କହିଛନ୍ତି। ବାର୍ସିଲୋନାରେ ରହୁଥିବା ୩୪ ବର୍ଷୀୟା ଏହି ମହିଳାଙ୍କ ନାଁ ଆଣ୍ଡ୍ରି ଶୋମେନ୍‌। ସେ ନିଜ ସ୍ୱାମୀ ରୋହନଙ୍କ ସହ…