Below header
Browsing Tag

rat

ପ୍ରେମିକାକୁ ମୂଷା ବସା ଖାଇବାକୁ ବାଧ୍ୟ କଲା ପ୍ରେମିକ, ତା’ପରେ ହେଲା ଏମିତି କିଛି

ସ୍କଟଲ୍ୟାଣ୍ଡର ଏଡିନବର୍ଗରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡକୁ ମୂଷା ବସା ଖାଇବାକୁ ବାଧ୍ୟ କରିଥିଲା। ଏହା ପରେ ସେ ଝିଅଟିକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲା। ଘଟଣାର ଖୁଲାସା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।ଏକ ରିପୋର୍ଟ ଅନୁଯାୟୀ…

ମହଙ୍ଗା ପଡ଼ିଲା ମୂଷାଙ୍କ ସହ ଲାଗିବା, ହଠାତ୍‌ ପଶିଗଲା ମହିଳାଙ୍କ ଡ୍ରେସ୍‌ ଭିତରେ; ଦେଖନ୍ତୁ ଭିଡିଓ

ବେଳେବେଳେ ମଜାମସ୍ତିରେ ଆମେ କିଛି ଏମିତି କାମ କରି ବସୁ ଯାହା ପରେ ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ। ଲୋକମାନେ ଜୀବଜନ୍ତୁଙ୍କ ସହ ମସ୍ତି କରୁଥିବା ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏକ ମୂଷା ସହ ଲାଗିବା ଜଣେ ମହିଳାଙ୍କ ପାଇଁ ଭାରି ପଡ଼ିଛି। ମୂଷା ସହ ଲାଗୁଥିବା ବେଳେ ମୂଷାଟି ମହିଳାଙ୍କ…

ଏହି ଦେଶରେ ମୂଷାକୁ ମିଳିଲା ସାହସୀ ପୁରସ୍କାର, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ଜୀବଜନ୍ତୁକୁ ନେଇ ଆପଣମାନେ ବହୁତ ସାରା କାହାଣୀ ଶୁଣିଥିବେ କିମ୍ବା ଦେଖିଥିବେ। ଯେଉଁଥିରେ ଆମକୁ କିଛି ଜିନିଷ ମଜାଳିଆ ଲାଗିଥିବା ବେଳେ ଆଉ କିଛି ଶିକ୍ଷଣୀୟ ମଧ୍ୟ ହୋଇଥାଏ। କିନ୍ତୁ କେବେ ଜୀବଜନ୍ତୁଙ୍କର କିଛି କାର୍ଯ୍ୟ କିମ୍ବା ସାହସିକତାକୁ ନେଇ ପୁରସ୍କାର ମିଳିଥିବା ଦେଖିଛନ୍ତି। ହଁ ଆପଣ…

ମୂଷାକୁ ଏମିତି ଲାଗିଲା ଗଞ୍ଜେଇ ନିଶା, ଅଧିକ ପତ୍ର ଖାଇ ନିଶାରେ ହେଲା ବେହୋସ

ଗଞ୍ଜେଇ ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ, ଯାହାର ନିଶାକୁ ଆଜିକାଲି ଅଧିକାଂଶ ଲୋକ ସେବନ କରିବାରେ ଲାଗିଛନ୍ତି। ସାଧାରଣତଃ ମଣିଷମାନେ ନିଶାଦ୍ରବ୍ୟ ସେବନ କରିଥିବା କଥା ଆପଣ ଜାଣିଥିବେ। କିନ୍ତୁ ପଶୁପକ୍ଷୀ ଏହି ନିଶା ପାଇଁ ପାଗଳ ହୋଇଯାନ୍ତି ଏକଥା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଏ। କିନ୍ତୁ…

ଏବେ ଘରୁ ମୂଷାକୁ ତଡ଼ିବ ଏହି ମୋବାଇଲ ଆପ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗକୁ ଟେକ୍ନୋଲୋଜି ଯୁଗ କହିବା କିଛି ଭୁଲ ହେବ ନାହିଁ। ସମୟ ଥିଲା ଯେବେ ଆମକୁ ସମସ୍ତ କାମ କରିବା ପାଇଁ ଅନେକ ଯୋଗାଡ଼ କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ତାହା ଟେକ୍ନୋଲୋଜି ଦ୍ବାରା ସହଜରେ ସମ୍ଭବପର ହେଉଛି। ଏପରି କହିବା ଭୁଲ ହେବ ନାହିଁ କି ଗୋଟିଏ ବଟନରେ ସମସ୍ତ…

ମଦୁଆ ମୂଷା, ପିଇଗଲେ ସରକାରଙ୍କ ୧୦ହଜାର ଟଙ୍କାର ମଦ

ବିହାର : ପୁଣି ଥରେ ବିହାରରେ ଲୋକଙ୍କ ନାକରେ ଦମ କରିଛି ମୂଷା। ଏପରି ଏକ ମାମଲା ଦେଖିବାକୁ ମିଳିଛି କୈମୁର ଜିଲ୍ଲା ନିକଟରେ। ଏଠାରେ ସରକାର ଗୋଦାମରୁ ଜବରଦସ୍ତି ମଦ ଫିଙ୍ଗୁଥିବା ବେଳେ ଏକ ଭିଷଣ ଆଶ୍ଚର୍ଯ୍ଯକର କଥା ଉପରୁ ପରଦା ଉଠିଥିଲା। ରାଜ୍ଯରେ ମଦବନ୍ଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…