Below header
Browsing Tag

Rath Yatra case

ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆସନ୍ତାକାଲି ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଏଥିରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ଅପରାହ୍ନରେ ଭିଡିଓ କନଫରେନସିଂ ଜରିଆରେ ଶୁଣାଣି ଚାଲିଥିଲା । ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢୁଥିଲେ ଭାରତର ବହୁ ବଡ ବଡ ଓକିଲ ।…

ରଥଯାତ୍ରା ନେଇ ଆଜି ବଡ ନିଷ୍ପତି, ଦିନ ୧୧ଟାରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ପୁରୀ(କେନ୍ଯୁଜ୍): ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ । ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ ଉପରେ ଶୁଣାଣି କରାଯିବ । ପୂର୍ବ ରାୟର ପୁନର୍ବିଚାର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଭିଡିଓ…