Below header
Browsing Tag

rath yatra news

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା, ଦକ୍ଷିଣମୋଡ ପରେ ନାକଚଣା ଦ୍ୱାରରେ ଲାଗିଛି…

ପୁରୀ(କେନ୍ୟୁଜ୍): ନାକଚଣା ଦ୍ୱାରରେ ତିନି ରଥ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା । ଶ୍ରୀମନ୍ଦିର ଫେରିବେ ନୀଳାଦ୍ରିନାଥ। ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ରଥର ଦକ୍ଷିଣମୋଡ…

କଡା ସୁରକ୍ଷା ଭିତରେ ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଆଜି ଦିନ ତମାମ ରଥ ଉପରେ ଚାଲିବ ନୀତିକାନ୍ତି

ପୁରୀ (କେନ୍ୟୁଜ୍): ପୁରୀ ଶରଧାବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିର ଆଗରେ କଡା ସୁରକ୍ଷା ଭିତରେ ଅଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ରଥ ଉପରେ ଦିନ ତମାମ ନୀତିକାନ୍ତି ଚାଲିବ । ଏବେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ଶାନ୍ତିଶୃଙ୍ଖଳାରେ ସରିଛି…

ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ, ରତ୍ନବେଦି ଛାଡ଼ି ଗୋଟି ପହଣ୍ଡିରେ ଆସି ରଥାରୂଢ ହେଉଛନ୍ତି…

ପୁରୀ(କେନ୍ୟୁଜ୍) : ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ। ଗୋଟି ପହଣ୍ଡିରେ…

ଆଜି ପବିତ୍ର ଘୋଷଯାତ୍ରା, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣିଥରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ପୁରୀ(କେନ୍ୟୁଜ୍) :  ଆଜି ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ଦୁଇବର୍ଷ ପରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଘୋଷଯାତ୍ରାରେ ପୁଣି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳିରେ ପୂରିଉଠିଛି ସାରା ପରିବେଶ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ।…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ । ଆଜି ସମୁଦାୟ ୨୦ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିଛି । ଏହା ଭିତରେ ଅଛି ଖଣେ ଅସନ ଓ ୧୯ ଖଣ୍ଡ ଧଉରା କାଠ । ଭଞ୍ଜନଗର ଘୁମୁସୁର ବନଖଣ୍ଡରୁ ଏହି କାଠ ଆସି ପହଞ୍ଚିଛି । ସାତଟି ପର୍ଯ୍ୟାୟରେ ମୋଟ୍‌ ୨୪୪ଟି ରଥ କାଠ ପହଞ୍ଚିଛି । ସେପଟେ…