Below header

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ । ଆଜି ସମୁଦାୟ ୨୦ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିଛି । ଏହା ଭିତରେ ଅଛି ଖଣେ ଅସନ ଓ ୧୯ ଖଣ୍ଡ ଧଉରା କାଠ । ଭଞ୍ଜନଗର ଘୁମୁସୁର ବନଖଣ୍ଡରୁ ଏହି କାଠ ଆସି ପହଞ୍ଚିଛି । ସାତଟି ପର୍ଯ୍ୟାୟରେ ମୋଟ୍‌ ୨୪୪ଟି ରଥ କାଠ ପହଞ୍ଚିଛି । ସେପଟେ କରୋନା ଯୋଗୁ ଶ୍ରୀକ୍ଷେତ୍ରରେ ଯାତ୍ରା ଚିନ୍ତା ବି ବଢ଼ିଛି । ଏବର୍ଷ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.