Browsing Tag

raurkela news

ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟଣା: ଜଣେ ମୃତ, ଜଣେ ଆହତ

ରାଉରକେଲା(କେନ୍ଯୁଜ୍): ଷ୍ଟିଲ୍‌ ସିଟିରେ ଗୁଳିକାଣ୍ଡ । ଜଣେ ମୃତ, ଜଣେ ଆହତ । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟିଛି । ଘର ଆଗରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ କରିଥିଲେ । ମୃତକ ହେଲେ ରେଳବାଇ କଲୋନୀର ଗୋରେ । ଗୋରେଙ୍କ ମାଉସୀଙ୍କୁ ରାଉରକେଲା…

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଦୁଇ ଭାଇ ଭଉଣୀ ହୋଇ ସାରିଛନ୍ତି ପୁରସ୍କୃତ, ଏବେ ଅପେକ୍ଷା ସରକାରୀ ପ୍ରୋତ୍ସାହନକୁ

ରାଉରକେଲା: ନିଜ ଭିତରେ ଦ୍ରୁଢ ଆତ୍ମବିଶ୍ବାସ ଥିଲେ ସଫଳତା ପାଇବାଟା ସୁନିଶ୍ଚିତ। ହେଲେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ପରିଶ୍ରମ କରିବା ଯେତିକି ଆବଶ୍ଯକ ସୁଯୋଗ ଆଉ ପ୍ରୋତ୍ସାହନ ମିଳିବା ସେତିକି ଜରୁରୀ। ଆଜି ବି ଏମିତି ଅନେକ ପ୍ରତିଭା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି । ଯେଉଁଥିରେ…

ମହିଳାଙ୍କୁ ଦୁଷ୍କର୍ମ ବେଳେ ପ୍ରତିବାଦ କରିବାରୁ ପଥରରେ ଛେଚି ଯୁବକଙ୍କୁ ହତ୍ୟା, ୨ଗିରଫ

ରାଉରକେଲା: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ପ୍ରାଣ ହରାଇଲେ ଯୁବକ । ପଥରରେ ଛେଚି ଯୁବକଙ୍କୁ ମାରିଦେଲେ ଦୁଇ ଯୁବକ । ଏଭଳି ଏକ ଜଘନ୍ୟ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ । ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ବାନ୍ଧିଛି ପୋଲିସ । ଗତ ଡିସେମ୍ବର ୨୬…

୧୨୨ କୋଟି GST ଠକେଇ ଘଟଣା: ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ରାଉରକେଲା: ୧୨୨ କୋଟି GST ଠକେଇ ଘଟଣା । ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । SLP ଦାଖଲ କରିଥିଲେ ଅମିତ ବେରିଓ୍ଵାଲ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଅମିତ । ଗତ ଜୁଲାଇ ୨୭ରେ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଜାଲ୍‌…