Browsing Tag

rava sooji burfi recipe

ଆଲୋକର ପର୍ବରେ ପ୍ରିୟଜନଙ୍କୁ ନିଜ ହାତରେ ତିଆରି କରି ଖୁଆନ୍ତୁ ସୁଜି ବରଫି

ଆଉ ମାତ୍ର ଦିନ କେଇଟା ପଡ଼େ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ଅକ୍ଟୋବର ୨୭ ତାରିଖରେ ସାରା ଭାରତ ବର୍ଷରେ ଏହି ଉତ୍ସବ ଖୁବ୍‌ ଧୁମ୍‌ଧାମ୍‌ର ସହ ପାଳନ କରାଯିବ। ଏଥିପାଇଁ ଗାଁଠୁ ସହର ଯାଏଁ ଉତ୍ସବ ମୁଖରିତ ହୋଇପଡ଼ିଲାଣି। କିଏ ଦୀପାବଳି ପାଇଁ ଘର ସଫାସଫି ଆରମ୍ଭ କଲାଣି ତ ଆଉ କିଏ…