Browsing Tag

Rayagada ZP President By-Election

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଲା ବିଜେଡି, ବିଜୟୀ ହେଲେ ଗଙ୍ଗାଧର ପୁଆଲା

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଲା ବିଜେଡି । ବିଜୟୀ ହୋଇଛନ୍ତି ଗଙ୍ଗାଧର ପୁଆଲା । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶୁତୋଷ କିଲାକାଙ୍କୁ ସେ ପରାସ୍ତ କରିଛନ୍ତି । ଗଙ୍ଗାଧର ୧୩ ଖଣ୍ଡ ଭୋଟ ପାଇଥିବା ବେଳେ ଆଶୁତୋଷଙ୍କୁ ମିଳିଛି ମାତ୍ର ୫ ଖଣ୍ଡ ଭୋଟ୍‌ । ନାକଚ…