RBI ଦେଲା ଲୋକମାନଙ୍କୁ ବଡ ଉପହାର, ଆଉ ତିନି ମାସ କୋହଳ ହେଲା EMI
କରୋନା ତାଲା ବନ୍ଦ ଭିତରେ RBI ଏକ ବଡ ଘୋଷଣା କରିଛି। ଲୋକମାନଙ୍କୁ ବଡ଼ ଆସ୍ୱସ୍ତି ଦେଇ ମାସିକ ଋଣ କିସ୍ତିର କୋହଳ ନୀତିକୁ ଆରବିଆଇ ତିନି ମାସ ଅର୍ଥାତ ଅଗଷ୍ଟ ଶେଷ ଯାଏ ବୃଦ୍ଧି କରିଛି। ଅର୍ଥାତ ଯଦି ଜଣେ ଗ୍ରାହକ ଚାହିଁବେ ଅଗଷ୍ଟ ଶେଷ ଯାଏଁ ନିଜ ଋଣ ଉପରେ କୌଣସି EMI ପୈଠ କରିବେ ନାହିଁ।…