Browsing Tag

re modify

ଚମକିବ ଭୁବନେଶ୍ୱର ରେଳ ଷ୍ଟେସନ, ଭାରତୀୟ ରେଲୱେ ଓ ଓଡ଼ିଶା ମଧ୍ୟରେ ହେଲା ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭାରତୀୟ ରେଲୱେ ଓ ଓଡ଼ିଶା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ । MOUରେ BDA ଉପାଧ୍ୟକ୍ଷ ଓ DRM ସ୍ୱାକ୍ଷର କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୧୩୦ କୋଟି ଟଙ୍କା । ସେଭିତରୁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦ କୋଟି । ସେହିପରି…