Browsing Tag

refresh

ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ସହ ଏହିସବୁ ଫାଇଦା ପାଇଁ ଖାଆନ୍ତୁ ଡାର୍କ ଚକୋଲେଟ

ଚକୋଲେଟ ସମସ୍ତଙ୍କ ପସନ୍ଦ । କିନ୍ତୁ କିଛି ଲୋକ ନିଜ ଓଜନ ବଢ଼ିବା କାରଣରୁ ଏହାଠାରୁ ଦୂରେଇ ରୁହନ୍ତି । ଆପଣ ଯଦି ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ଆଣିଛୁ । ଯଦି ଆପଣଙ୍କୁ ଚକୋଲେଟ ପସନ୍ଦ ତେବେ ଆପଣ ନିଜ ଡାଏଟରେ ଡାର୍କ ଚକୋଲେଟ ମିଶାଇ ପାରିବେ ।…

ସପ୍ତାହ ଯାକ ନିଜକୁ ଫୂର୍ତ୍ତି ରଖିବା ପାଇଁ ଛୁଟି ଦିନରେ କରନ୍ତୁ ଏହି କାମ

କର୍ମ ବ୍ୟସ୍ତ ଜୀବନରେ କାହା କାହାକୁ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ କାହାକୁ କେବଳ ଗୋଟିଏ ଦିନ ହିଁ ମିଳିଥାଏ । ଏହି ଛୁଟି ଦିନ ଟିକୁ ସମସ୍ତେ ସାଧାରଣତଃ ନିଜ ପସନ୍ଦ ଅନୁସାରେ କଟାଇବାକୁ ଚାହାନ୍ତି । ବେଳେ ବେଳେ ଆମେ ନିଜ କର୍ମମୟ ଜୀବନରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଯାନ୍ତି ଯେ…