‘ଜିଓ ଗୀଗାଫାଇବର’ ପାଇଁ ଅନଲାଇନ୍ ରେଜିଷ୍ଟ୍ରଶନ କିପରି କରିବେ, ଏହି ୪ଟି ଷ୍ଟେପ୍ ବୁଝନ୍ତୁ
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ତା’ର ୪୨ତମ ସାଧାରଣ ବୈଠକରେ ‘ଜିଓ ଗୀଗାଫାଇବର’ ପ୍ଲାନର ଘେଷଣା କରିଛି। ‘ଜିଓ ଗୀଗାଫାଇବର’ ବ୍ରଡ୍ବ୍ୟାଣ୍ଡ ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୭୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ୧୦,୦୦୦ ଟଙ୍କା ରହିଛି। ଏହି ସେବା ୨୦୧୯ ସେପ୍ଟେମ୍ବର ୫ରୁ ବଜାରରେ ଉପଲବ୍ଧ…