Browsing Tag

religious institutions

କାଲିଠାରୁ ଯାଜପୁର ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ବନ୍ଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ ଲାଗୁ ହେଲା କୋଭିଡ କଟକଣା। ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଣି ଥରେ କଟକଣା ଲାଗୁ କରାଯାଇଛି। ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଆସନ୍ତା କାଲି ଠାରୁ…

ଦୀର୍ଘ ଅଢ଼େଇ ମାସ ପରେ ଭକ୍ତ ଆଉ ଭଗବାନଙ୍କ ହେବ ମିଳନ, ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ

କରୋନା ଲକଡାଉନରେ ସବୁ କିଛି ବନ୍ଦ। ଏମିତିକି ଭକ୍ତ ଏବଂ ଭଗବାନଙ୍କ ମଝିରେ ଫାଟ ସ୍ରୁଷ୍‌ଟି କରୁଥିଲା ଲକଡାଉନ। କିନ୍ତୁ ଦୀର୍ଘ ଅଢେଇମାସ ପରେ ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ। କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେଦ୍ର ସରକାର। ସେଥିପାଇଁ ସମସ୍ତ…